‘ମୋ ସ୍କୁଲ୍ ଅଭିଯାନ’ ଅର୍ଥ ଫେରାଇବେ ପ୍ରଧାନ ଶିକ୍ଷକ

ଭୁବନେଶ୍ବର : ‘ମୋ ସ୍କୁଲ୍ ଅଭିଯାନ’ ଅଧୀନରେ ଆର୍ଥିକ ଅନୁଦାନ ପାଇ ମଧ୍ୟ କାମ ଆରମ୍ଭ କରିନଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ଆର୍ଥିକ ଅନୁଦାନ ଫେରାଇବେ। ଆଜି ଏଭଳି ଚେତାବନୀ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ। ଶୁକ୍ରବାର ଦିନ ଭର୍ଚୁଆଲ୍‌ ମୋଡ୍‌ରେ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ର ୩୧ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ସେ ଅର୍ଥ ଖର୍ଚ୍ଚ ନ … Continue reading ‘ମୋ ସ୍କୁଲ୍ ଅଭିଯାନ’ ଅର୍ଥ ଫେରାଇବେ ପ୍ରଧାନ ଶିକ୍ଷକ